ଟାଙ୍କେ ଛେଚିବା

ଉଇକିଅଭିଧାନ‌ରୁ

ଟାଙ୍କେ ଛେଚିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

(ଟାଙ୍କେ କସିବା, ଟାଙ୍କେ ମାଡ଼ଦେବା—ଅନ୍ୟରୂପ)

ଦେଶଜ - କ୍ରିୟାପଦ -[ସମ୍ପାଦନା]

ବିଶେଷ ଆଘାତ କରିବା; ଖୁବ୍ ପ୍ରହାର ଦେବା; ନିର୍ଧୂମ ମାଡ଼ ଦେବା — To beat severely; to give a sound thrashing.