ଟାଙ୍ଗଣ

ଉଇକିଅଭିଧାନ‌ରୁ

ଟାଙ୍ଗଣ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫାରାସୀ - ଟଙ୍ଗନ୍; ତୁଳ. ସଂସ୍କୃତ - ତୁରଙ୍ଗମ)[ସମ୍ପାଦନା]

୧. ତଟୁ ଘୋଡ଼ା; କ୍ଷୁଦ୍ରାକୃତି ଘୋଟକ ବିଶେଷ — ୧. A pony; a hill-pony; a tat.

ଚାଲି ଚଲାଇ ଚାଲୁଛି କେହି କାହା ଟାଙ୍ଗଣ ଯାଉଛି ବହି—ବ୍ରଜନାଥ: ସମରତରଙ୍ଗ

[ ଦ୍ର—ଏମାନଙ୍କୁ ପାହାଡ଼ିଆ ଘୋଡ଼ା ମଧ୍ୟ କୁହାଯାଏ ଏମାନେ ଦ୍ରୂତଗାମୀ ଓ କଷ୍ଟସହିଷ୍ଣୁ ଏମାନଙ୍କ ଅଙ୍ଗପ୍ରତ୍ୟଙ୍ଗ ଖୂବ୍ ମଜବୁତ୍ ]

୨. (ଲକ୍ଷଣାର୍ଥ) ଖୁବ୍ ଚଞ୍ଚଳ ଓ କର୍ମଠ ବ୍ୟକ୍ତି — ୨. (figurative) A brisk and active person.

(ଯଥା—ସେ ପରା ଟାଙ୍ଗଣ ଖଣ୍ଡେ)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. (ସଂସ୍କୃତ - ଟଙ୍ଗଣ)—ଟାଙ୍ଗଣା (ଦେଖ) - ୧. Ṭāṅgaṇā (see)
୨. (ସଂସ୍କୃତ - କଙ୍ଗୁ) କୃଷିଜାତ ବାର୍ଷିକ ଶଷ୍ୟବିଶେଷ; କଙ୍ଗୁ — ୨. Italian millet; Setaria Italica.

[ ଦ୍ର—ଏହାର କାଣ୍ଡ ସିଧା, ସରୁ ଓ ଟାଣୁଆ ]

(Haines).