ଟାଙ୍ଗା
ଦେଖଣା
ଟାଙ୍ଗା
ଉଚ୍ଚାରଣ
[ସମ୍ପାଦନା]ପ୍ରାଦେଶିକ -
[ସମ୍ପାଦନା]- ୧. (ଗଞ୍ଜାମ) ବି— ଏକବଳଦିଆ ବା ଏକ— ଘୋଡ଼ିକିଆ ଦୁଇଚକିଆ ସ୍ପ୍ରିଙ୍ଗ୍ ଲଗା ଗାଡ଼ି; ଝଟକା — ୧. A springed cart drawn by a single bullock or horse.
[ ଦ୍ର—ଏହା ମାନ୍ଦ୍ରାଜ ଅଞ୍ଚଳରେ ବ୍ୟବହୃତ ହୁଏ ଏହାକୁ ଉତ୍ତର ପଶ୍ଚିମ ଅଞ୍ଚଳରେ ଏକ୍କା ବୋଲାଯାଏ ]
- ୨. (ସମ୍ୱଲପୁର) ବି—ଏକ ପ୍ରକାର ଦୁଇଚକିଆ ଟପ୍ୱାଲା ଘୋଡ଼ା ଗାଡ଼ି —୨. A kind of hooded two-wheeled carriage drawn by a horse.
[ ଦ୍ର—ଏ ଗାଡ଼ିର ପଛଆଡ଼େ ଆରୋହୀଙ୍କ ଆସନ ଥାଏ ଓ ଆରୋହୀ ମାନେ ପଛଆଡ଼କୁ ମୁହଁ ବୁଲାଇ ବସନ୍ତି ଓ ଆଗପାଖେ ଗାଡ଼ୁଆନ୍ ବସୋ ଏ ଗାଡ଼ିର ଚକ ଛୋଟ ଓ ଆରୋହୀଙ୍କ ଆସନ ମଧ୍ୟ ଭୂମିଠାରୁ ଅଳ୍ପ ଛଡ଼ାରେ ଥାଏ ଗାଡ଼ି ଓଲଟି ପଡ଼ିଲେ ମଧ୍ୟ ଆରୋହୀଙ୍କର ଗୁରୁତର ଆଘାତ ହେବାର ଆଶଙ୍କା ନ ଥାଏ ]