ଟାଙ୍ଗିବା
ଦେଖଣା
ଟାଙ୍ଗିବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ - (ସଂସ୍କୃତ - ତୁଙ୍ଗ=ଉଚ୍ଚ ବା ଟଙ୍କ ଧାତୁ=ବାନ୍ଧିବା)
[ସମ୍ପାଦନା]- ୧. ଝୁଲାଇବା; ଲଟକାଇବା; କୌଣସି ବସ୍ତୁକୁ ଦଉଡ଼ିରେ ବାନ୍ଧି ଓହଳାଇବା —୧. To hang or suspend a thing with a rope or string.
- ୨. କୌଣସି ବସ୍ତୁକୁ (ଲୁଗା, ମଶାରି ଆଦିକୁ) ଦଉଡ଼ି ଉପରେ ଟାଣି ଦେବା —୨. To suspend or put a thing (cloth etc) on a string.