ଟାଣମୁହାଁ
ଦେଖଣା
ଟାଣମୁହାଁ
ଉଚ୍ଚାରଣ
[ସମ୍ପାଦନା](ଟାଣମୁହୀ—ସ୍ତ୍ରୀ)
ଦେଶଜ - ବିଶେଷଣ - ପୁଲିଙ୍ଗ -
[ସମ୍ପାଦନା]- ୧. ଯେଉଁ ଲୋକର ମୁହଁ ଟାଣ, ଅର୍ଥାତ୍ ଯେଉଁ ଲୋକ ଆପଣାର ଦୋଷ ବା ଅପରାଧକୁ ମୁହଁରେ ସ୍ୱୀକାର କରେ ନାହିଁ; ଭୁରୁଡ଼ା — ୧. One (e.g. a thief) who does not easily confess his guilt.
[ ଯଥା—ଚୋରମାନେ ଟାଣମୁହାଁ ]
- ୨. ଦାମ୍ଭିକ —୨. Brazen-faced; impudent.
- ୩. ନିର୍ଲଜ୍ଜ —Shameless.