ଟାଣହତା
ଦେଖଣା
ଟାଣହତା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ଯେଉଁ ଅଳସୁଆ ବଳଦ ବା ଛାତ୍ର ଗୁଡ଼ାଏ ମାଡ଼ ନ ଖାଇଲେ କାମ କରେ ନାହିଁ ବା ଭଲ କରି ପଢ଼ାପଢ଼ି କରେ ନାହିଁ — ୧. One (bullock or pupil) Who does not work properly unless soundly cudgelled.
- ୨. ଯେଉଁ ଲୋକ ଅଳସୁଆ ବଳଦ ବା ଅମନଯୋଗୀ ଛାତ୍ରଙ୍କୁ ଗୁଡ଼ାଏ ପ୍ରହାର କରି କାମରେ ଲାଗିବାକୁ ବାଧ୍ୟ କରାଏ; ଉତ୍ପୀଡ଼କ; ନିଷ୍ଠୁର —୨. High-handed; one who gives a sound cudgelling to unwilling bullocks or pupils and makes them work.
- ୩. ଯେଉଁ ଲୋକ ଅନ୍ୟ ଲୋକ ମାନଙ୍କୁ ଅପୋକ୍ଷା ନ କରି ଆପଣା ଉପରେ ପଡ଼ିଥିବା କାମକୁ ତୁଲାଇ ନିଏ — ୩. A person who accomplishes a work without waiting for help from others.