ଟାଣିଟୁଣି ହେବା
ଦେଖଣା
ଟାଣିଟୁଣି ହେବା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. କୌଣସି କାର୍ଯ୍ୟ କରିବାକୁ କୁଣ୍ଠିତ ହେବା ବା ଦ୍ୱିଧା କରିବା; କୁନ୍ଥ୍ କୁନ୍ଥ୍ ହେବା — ୧. To hesitate to do a thing.
- ୨. ଅଭାବ ବା ନଅଣ୍ଟ ଯୋଗୁଁ ବ୍ୟୟ କରିବାକୁ ସଙ୍କୁଚିତ ବା କୁଣ୍ଠିତ ହେବା; ବ୍ୟୟକୁଣ୍ଠ ହେବା — ୨. To stint at spending money (due to want).
- ୩. ଗର୍ବିତ ହେବା; ଆସ୍ଫାଳନ କରିବା — ୩. To be arrogant; to brag.
ନ ପାରି କରି ପର ତୁଲରେ ଆରଣି କହୁଥାଅ ସଭାରେ ଟାଣିଟୁଣି—କୃଷ୍ଣସିଂହ. ମହାଭାରତ. ଦ୍ରୋଣ