Jump to content

ଟାଣେ

ଉଇକିଅଭିଧାନ‌ରୁ

ଟାଣେ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - (ପଦ୍ୟ) କ୍ରି.ବିଶେଷଣ -

[ସମ୍ପାଦନା]
୧. ଜୋର କରି; ଟାଣ କରି — ୧. With force; forcibly.

ଟାଣେ ବିନ୍ଧେ ଶମ୍ୱ ସଦୃଶ କଳମ୍ୱ ତୁମ୍ଭକୁ ଏକା ଅତନୁ— କବିସୂର୍ଯ୍ୟ, କିଶୋରୀଚମ୍ପୁ ଟ. ଗୀତ

୨. ଉତ୍ତମରୂପେ —୨. Excellently; well.

କହେ ଜଗଦ୍ଦେବ ଶିକ୍ଷା ହେଲେ ହେଲେ ଟାଣେ କେ କାହା ସ୍ୱଭାବ ଛାଡ଼େ ପରାଶ ପ୍ରୟାଣେ —କବିସୂର୍ଯ୍ୟ. ସଙ୍ଗୀତ