Jump to content

ଟାଣେଇବା

ଉଇକିଅଭିଧାନ‌ରୁ

ଟାଣେଇବା

ଉଚ୍ଚାରଣ

[ସମ୍ପାଦନା]

(ଟାଣୋଇବା—ଅନ୍ୟରୂପ)

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଅପେକ୍ଷାକୃତ ସବଳ ହେବା — ୧. To become stronger.

(ଯଥା—ରୋଗୀ ଦୁଇ ମାସ ବିଶ୍ରାମ ପରେ ଟାଣେଇଲାଣି)

୨. ଅପେକ୍ଷାକୃତ ଟାଣ ବା କଠିନ ହେବା — ୨. To harden; to stiffen.

(ଯଥା— ଏ ମାଟି ଖରାରେ ଟାଣେଇଲାଣି)