Jump to content

ଟାଣ ଖୁଣ୍ଟା

ଉଇକିଅଭିଧାନ‌ରୁ

ଟାଣ ଖୁଣ୍ଟା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ପଦ୍ୟ.ବିଶେଷଣ -

[ସମ୍ପାଦନା]
୧. ଅତ୍ୟନ୍ତ ପୀଡ଼ାଦାୟକ — ୧. Very painful.
୨. ମର୍ମନ୍ତୁଦ —୨. Cutting to the quick.

ଟାଣ ଖୁଣ୍ଟା ଗୁରୁଜନ ରଞ୍ଜନାରୁ ମୋ ପ୍ରାଣ ସଖୀ ସରିବ— କବିସୂର୍ଯ୍ୟ, କିଶୋରୀଚମ୍ପୁ ଟ ଗୀତ