Jump to content

ଟାପ

ଉଇକିଅଭିଧାନ‌ରୁ

ଟାପ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ପ୍ରାଦେଶିକ - (ସମ୍ୱଲପୁର; ଗଡ଼ଜାତ) ବିଶେଷ୍ୟ -

[ସମ୍ପାଦନା]

ସ୍ଥାୟୀ ଜଳସ୍ରୋତ ସଙ୍ଗେ ଯେଉଁ ପ୍ରାକୃତିକ କ୍ଷୁଦ୍ର ଜଳାଶ୍ରୟର ସମ୍ୱନ୍ଧ ନ ଥାଏ; ଯେଉଁ କ୍ଷୁଦ୍ର ତଡ଼ାଗ କୌଣସି ନଦୀ ସଙ୍ଗେ ସମ୍ପୃକ୍ତ ନୁହେ —A small tank or expanse of water which has no connection with any permanent current.