Jump to content

ଟାପରା

ଉଇକିଅଭିଧାନ‌ରୁ

ଟାପରା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଟଟ୍ଟରୀ)

[ସମ୍ପାଦନା]
୧. ଥଟ୍ଟା; ତାମସା; ରଙ୍ଗ; ପରି— ହାସ; ରହସ୍ୟ — ୧. Jest; joke; mockery.

ତୁଟାଏ ବିଶେଷ୍ୟ - ଜାତି ତୁଣ୍ଡର ପୀରତି ତାମସା ଟପରା ଟାହି— କବିସୂର୍ଯ୍ୟ. ସଙ୍ଗୀତ

୨. ସାମାଜିକ ପ୍ରଥା ଅନୁସାରେ ପରିହାସ ଯୋଗ୍ୟ ବ୍ୟକ୍ତି — ୨. Relations with whom a person can cut jokes under the rules of one's society.

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]

ପରିହାସଯୋଗ୍ୟ (ବ୍ୟକ୍ତି) — (a person) Fit to be cut jokes with.