ଟାପରା କରିବା
ଦେଖଣା
ଟାପରା କରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଟାପରା କରିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]ଥଟ୍ଟା ଖେଳିବା; ପରିହାସ କରିବା — To play or cut jokes; to jest.
[ଦ୍ରଷ୍ଟବ୍ୟ —ଆମ୍ଭମାନଙ୍କ ସମାଜରେ ଅଜା ନାତି, ଅଜା ନାତୁଣୀ, ଦିଅର ଭାଉଜ, ଶଳା ଭିଣୋଇ, ଭିଣୋଇ ଶାଳୀ ,ଆଈ ନାତି ଓ ଭିଣୋଇ ଶଳାଭାଉଜ ପରସ୍ପର ସଙ୍ଗେ ଟାପରା କରି ପାରନ୍ତି]