ଟାପରା ଟାପୁରି
ଦେଖଣା
ଟାପରା ଟାପୁରି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଟାପରା ଟାପୁରି
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଦୁଇ ଜଣଙ୍କର ପରସ୍ପର ମଧ୍ୟରେ ଥଟ୍ଟା ତାମସା — ୧. Mutual joking.
ହସ କୌତୁକ କଥା ଟାପରା ଟାପିରି କଥା ଢ଼େର ହେଲା— ଫକୀରମୋହନ. ଛମାଣ ଆଠଗୁଣ୍ଠ
- ୨. ପରସ୍ପର ଖପୁରା ଖୁପୁରି ହେବା — ୨. Poking at each other.
- ୩. ଶାଗ କିଆରି ବା ବଗିଚାର ମାଟିକୁ କାଠରେ ଏକାଧିକବାର ଖୁସୁରାଇବା —୩. Slackening the soil of a garden by means of a poker.
ଦେଶଜ - ବିଶେଷଣ -
[ସମ୍ପାଦନା]ପରସ୍ପର ଥଟ୍ଟା ଖେଳୁଥିବା —Joking or jesting with each other.