Jump to content

ଟାପରେଇବା

ଉଇକିଅଭିଧାନ‌ରୁ

ଟାପରେଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଟାପରା କରିବା; ଥଟ୍ଟା ଖେଳିବା — ୧. To play jokes.
୨. ଖୁରସାଇବା (ଦେଖ) - ୨. Khurasāibā (See)
୩. ଖୁପୁରାଇବା; ଅନ୍ୟର ଦେହରେ ଆଙ୍ଗୁଠି ଆଦି ଗେଞ୍ଜିବା —୩. To poke at another with the fingers.


ଅନୁବାଦ

[ସମ୍ପାଦନା]
୪. ବଳଦଙ୍କ ଦେହରେ ହାତମାରି ଓ ମୁହଁରେ ଟାକରା ଫୁଟାଇ ଗାଡ଼ିକୁ ଚଞ୍ଚଳ ଗତିରେ ଚଳାଇବା —୪. To drive (a cart) quickly by patting the bullocks.

(ଯଥା—ମୁଁ ଟାପରେଇ କରି ନେଲେ ଏ ଗାଡ଼ିକୁ ୨ ଘଣ୍ଟାରେ ଆଠଗଡ଼ରୁ କଟକରେ ପହଞ୍ଚାଇ ଦେବି)