ଟାପୁ ମାରିବା
(ଘୋଡ଼ା) ଖୁରାଦ୍ୱାରା ଭୂମିକୁ ଆଘାତ କରିବା; ଖୁରି ଖାଇବା —To paw; to strike a place with the hoofs (said of a horse).
=== ଦେଶଜ - କ୍ରିୟାପଦ -
(ଘୋଡ଼ା) ଖୁରାଦ୍ୱାରା ଭୂମିକୁ ବାରମ୍ୱାର ଆଘାତ କରିବା ବା ରାମ୍ପୂଡ଼ିବା