Jump to content

ଟାଲ

ଉଇକିଅଭିଧାନ‌ରୁ

ଟାଲ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ତଳ)

[ସମ୍ପାଦନା]

କୌଣସି ନଈ ବା ଜଳାଶ୍ରୟ ଗଭୀର ଅଂଶ; ଖାଲ; ଗଣ୍ଡ —Deep part of a river. or tank.

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -

[ସମ୍ପାଦନା]

ପୋଖରୀ ବନ୍ଧ ବା ବଡ଼ ହିଡ଼ର ଘାଇ — A breach made in a big ridge of a paddy field or the embakment of a tank.