Jump to content

ଟାଳ

ଉଇକିଅଭିଧାନ‌ରୁ

ଟାଳ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଟଳ୍ ଧାତୁ)

[ସମ୍ପାଦନା]
୧. ଛଳ —୧. Pretext.
୨. ବିଳମ୍ୱ; କାଳକ୍ଷେପଣ — ୨. Delay; whiling away of time.
୩. ନିଜର ଦାୟିତ୍ୱ ଅନ୍ୟ ଉପରେ ପକାଇବା — ୩. Laying one's own responsibility on the shoulder of another.
୪. ବାହାନା; ଛଳନା —୪. Excuse.