Jump to content

ଟାଳଟୁଳ

ଉଇକିଅଭିଧାନ‌ରୁ

ଟାଳଟୁଳ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଟଳ୍ ଧାତୁ)

[ସମ୍ପାଦନା]
୧. ଭଣ୍ଡାଭଣ୍ଡି; ଠକାଠକି; ଛଳନା —୧. Deception.
୨. ଛଳନାଦ୍ୱାରା ବାରମ୍ୱାର କାଳକ୍ଷେପଣ — ୨. Repeatedly putting off or letting the time-limit expire under some pretence or another; wasting time under some excuse; procrastination; temporizingg.
୩. ମୂଳୋତ୍ପାଟନ —୩. Uprooting; eracication.
୪. ଟାଳିବା; ସ୍ଥାନଭ୍ରଷ୍ଟ କରିବା — ୪. Dislocating.