Jump to content

ଟାଳ ଦେବା

ଉଇକିଅଭିଧାନ‌ରୁ

ଟାଳ ଦେବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. କୌଣସି କଥା ଅନ୍ୟ ବ୍ୟକ୍ତି ଉପରେ ନିର୍ଭର କରୁଛି ବୋଲି କହିବା — ୧. To evade; to refer to some matter as depending upon a ୩rd person.
୨. ନିଜର ଦାୟିତ୍ୱକୁ ଅନ୍ୟ ଉପରେ ପକାଇବା; ଆପଣାଠାରୁ ଛୁତିଛଡ଼ାଇବା —୨. To dodge; to shuffle; to shirk one's responsibility.
୩. ନାନା ଛଳନାରେ କାଳକ୍ଷେପଣ କରିବା; ଦମଦିଲାସା ଦେବା — ୩. To put off from time to time on various pretexts; to temporize.