Jump to content

ଟାହାଙ୍ଗିବା

ଉଇକିଅଭିଧାନ‌ରୁ

ଟାହାଙ୍ଗିବା

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ସମ୍ୱଲପୁର)କ୍ରିୟାପଦ -

[ସମ୍ପାଦନା]

ମୁଣ୍ଡ ଟେକି ଚାହିଁବା — To look with one's head raised or lifted up.

ରାଲ୍ ଧାନକେ ମୟୁର ବାଏ (ଇ) ଖାଏ କି ନ ଖାଏ ଟାହାଙ୍ଗୁଥାଏ—ଢ଼ଗ