Jump to content

ଟାହି

ଉଇକିଅଭିଧାନ‌ରୁ

ଟାହି

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଅଟ୍ଟହାସ; ଟଟ୍ଟରୀ)

[ସମ୍ପାଦନା]
୧. କୌତୁକ —୧. Fun.
୨. ଥଟ୍ଟା; ପରିହାସ; ଟାପରା — ୨. Jest; joke; mockery.

ଟାହିରେ ପଚାର କି ପ୍ରଜାପତି ଟଙ୍କେ ବିଦାରୁଛି ମଦନ ଛାତି—ଅଭିମନ୍ୟୁ. ବିଦଗ୍ଧଚିନ୍ତାମଣି

ଅନୁବାଦ

[ସମ୍ପାଦନା]
୩. ନିନ୍ଦିତ ପରିହାସ —୩. Flirtation.

[ଦ୍ରଷ୍ଟବ୍ୟ — ଏହା ଟାପରା ପୂର୍ବେ ସହଚର ରୂପେ ବ୍ୟବହୃତ ହୁଏ]