Jump to content

ଟାହିଲିଆ

ଉଇକିଅଭିଧାନ‌ରୁ

ଟାହିଲିଆ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]
(ଟାହୁଲେଈ—ସ୍ତ୍ରୀ) 

ଦେଶଜ - ବିଶେଷଣ - ଫୁ

[ସମ୍ପାଦନା]
୧. ଥଟ୍ଟିଲ; ପରିହାସପ୍ରିୟ (ବ୍ୟକ୍ତି) — ୧. Fond of fun; jocular given to joking.
୨. ପରିହାସଯୁକ୍ତ (କଥା) — ୨. Humorous; funny (words).