Jump to content

ଟାହି ମାରିବା, ଟାହିଲି ମାରିବା

ଉଇକିଅଭିଧାନ‌ରୁ

ଟାହି ମାରିବା, ଟାହିଲି ମାରିବା

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଟାପରା କରିବା; ଥଟ୍ଟାରେ ପଦେଅଧେ କଥା କହିବା
୨. ବ୍ୟଙ୍ଗ ବିଦ୍ରୁପ କରିବା