ଟିଆ
ଦେଖଣା
ଟିଆ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଟିଆ
|
=== ଦେଶଜ - ବିଶେଷ୍ୟ - (ସଂସ୍କୃତ - ଟିଟ୍ଟିଭ)
- ୧. ଟିଟ୍ଟିଭ (ଦେଖ) - ୧. Ṭiṭṭiva (See)
- ୨. ତୋତା ପକ୍ଷୀ; ଏକ ଜାତୀୟ ଶୁକ ପକ୍ଷୀ — ୨. A kind of parrot; rose-ringed paraquat; Palaeornis Torquatus.
[ଦ୍ରଷ୍ଟବ୍ୟ —ଏହା ସାଧାରଣ ଶୁଆନାମକ ପ୍ରସିଦ୍ଧି ନୀଳପକ୍ଷ ଓ ରକ୍ତଚଞ୍ଚୁ ବିଶିଷ୍ଟ ପକ୍ଷୀ ଏବଂ ଲମ୍ୱରେ ମୁଠୁଣିଏ ପର୍ଯ୍ୟନ୍ତ ବଡ଼େ ଅଣ୍ଡିରା ପକ୍ଷୀର କଣ୍ଠ ଚାରିପାଖେ କଳା ଓ ନାଲି କଣ୍ଠି ପରି ଗାର ବୁଲିଥାଏ ମାଈ ପକ୍ଷୀର କଣ୍ଠ ବୁଲି ନ ଥାଏ]
- ୩. ଟେହିବା; ଉତ୍ତେଜନା —୩. Instingation.
ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -
[ସମ୍ପାଦନା]- ୧. ଭରତିଆ ପକ୍ଷୀ — ୧. The lark.
- ୨. କୌଣସି କାର୍ଯ୍ୟ ପାଇଁ ନିର୍ଦ୍ଧାରିତ ସମୟ ବା କରାର — ୨. Fixed time.