ଟିଆଇବା
(ଟିହାଇବା, ଟେହିବା, ଟିଏଇବା; ଟେହିବା, ଟ୍ୟାହିବା—ଅନ୍ୟରୂପ)
ଉତ୍ତେଜିତ କରାଇବା, ମତାଇବା, ତେଜିବା — To instigate; to goad.