Jump to content

ଟିକମ୍ଭ

ଉଇକିଅଭିଧାନ‌ରୁ

ଟିକମ୍ଭ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ସ୍ତୋକ)

[ସମ୍ପାଦନା]

ଅତି ଖର୍ବକାୟ ବ୍ୟକ୍ତି; ବାମନ; ବାଙ୍ଗର —Dwarf.

ଦେଶଜ - ବିଶେଷଣ -

[ସମ୍ପାଦନା]

ଖର୍ବକାୟ; ବାଙ୍ଗୁରା — Dwarfish.