Jump to content

ଟିକାଲାଗି

ଉଇକିଅଭିଧାନ‌ରୁ

ଟିକାଲାଗି

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -

[ସମ୍ପାଦନା]

ବିବାହ ପ୍ରସଙ୍ଗରେ ରାଜାଙ୍କ ଘରେ କନ୍ୟା ପକ୍ଷର ମୁରବି ବର ଘରକୁ ଯାଇ କରିବା ସ୍ୱୀକାର ବା ନିର୍ବନ୍ଧ ବିଧି — The ceremony of betrothal amongst the Kshatriyas.