Jump to content

ଟିକି

ଉଇକିଅଭିଧାନ‌ରୁ

ଟିକି

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ଅ

[ସମ୍ପାଦନା]
୧. ପ୍ରଶାର୍ଥକ — ୧. Interrogative.

(ଯଥା—ତୁ ସେଠାକୁ ଯିବୁଟିକି ?)

୨. ନିଶ୍ଚୟାର୍ଥକ — ୨. A particle used to denote certainty.

ନଦୀକୂଳ ସ୍ଥଳ ଏ ବଡ଼ ଶୀତଳ ନୂହନ୍ତାଟିକି ବିହାର—କବିସୂର୍ଯ୍ୟ. କିଶୋରୀଚମ୍ପୂଗୀତ

ଦେଶଜ - ବିଶେଷଣ - ପୁଲିଙ୍ଗ - ଓ ସ୍ତ୍ରୀ

[ସମ୍ପାଦନା]

ଅତି କ୍ଷୁଦ୍ର —Very small; tiny.

ଟିକି ନୂଆ ବୋହୁ ଜଳ ଆଣୁ ଆଣୁ ପାଦ ତାର ଗଲା ଖସି— ନନ୍ଦକିଶୋର. ନିର୍ଝରିଣୀ

(ଟିକୁ ଅନ୍ୟରୂପ)

ଦେଶଜ - ପ୍ରତ୍ୟୟ

[ସମ୍ପାଦନା]

୨ୟା ବିଭକ୍ତି ଏକ ବଚନ ଆଦର ବା ସ୍ନେହାର୍ଥ — Objective singular case-suffix.

ପଢ଼ିଲେ ବୈଶ୍ୟ ପୁଣ୍ୟ ଫଳଟିକି ପାଏ—କୃଷ୍ଣସିଂହ. ମହାଭାରତ. ଅନୁଶାସନ