ଟିକିଏକ
କ୍ଷଣକ; ମୁହୂର୍ତ୍ତକ; ଟିକକ — A while ; a whit.
ଟିକିଏକ ଉତ୍ତାରେ ଚେତା ପାଇ ଭୀମ ଧଇଲେ କରେ ଗଦା କରି ମହାତମ—କୃଷ୍ଣସିଂହ. ମହାଭାରତ. ଦ୍ରୋଣ