ଟିକି ଜୀବନ
ଦେଖଣା
ଟିକି ଜୀବନ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଟିକି ଜୀବନ
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ସ୍ତୋକ+ଜୀବନ)
[ସମ୍ପାଦନା]- ୧. କ୍ଷୁଦ୍ର ଜୀବନ; ଯାହାର ଜୀବନ ଅଳ୍ପକେ ବାହାରିଯାଏ; ସୁକୁମାରିଆ — ୧. Very tender or delicate life; frail life.
- ୨. ହେୟ ଜୀବନ —୨. Despicable or mean-life.
- ୩. ଭୀରୁତା —୩. Timidity; cowardice.
ଦେଶଜ - ବିଶେଷଣ -
[ସମ୍ପାଦନା]ଟିକିଜୀବନିଆଁ (ଦେଖ) - Ṭiki-jībaniāñ