ଟିକି ପିଲା
ଅତି ଛୋଟ ପିଲା; ଶିଶୁ — Child; infant.
କି ବିଚିତ୍ର କଲେ ନନ୍ଦନନ୍ଦନ ଟିକିପିଲାଟି—ପ୍ରାଚୀନ. ଭଜନ
[ ଦ୍ର—ଏହିପରି ଟିକି ଚଢ଼େଇ, ଟିକି ବାଛୁରୀ, ଟିକି ଛୁଆ ଆଦି ମଧ୍ୟ ହୁଏ ]