Jump to content

ଟିକେଟ୍ ମାରିବା, ଟିକିଟି ମାରିବା

ଉଇକିଅଭିଧାନ‌ରୁ

ଟିକେଟ୍ ମାରିବା, ଟିକିଟି ମାରିବା

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଚିଠି ଆଦିର ଲଫାଫା ଉପରେ ଡାକ ଟିକଟ ଲଗାଇବା
୨. କୌଣସି ପଦାର୍ଥର ମୂଲ୍ୟାଦି ଜ୍ଞାପନାର୍ଥ ତହିଁ ଉପେର ମୁଲ୍ୟଗୁଣାଦି ବର୍ଣ୍ଣିତ କାଗଜରେ ଛୋଟ ଖଣ୍ଡ ଲଗାଇବା