Jump to content

ଟିଙ୍ଗିଶୂଳା

ଉଇକିଅଭିଧାନ‌ରୁ

ଟିଙ୍ଗିଶୂଳା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ଚିଡ଼ଲ; ଯେ ସାମାନ୍ୟ କଥାରେ ରାଗି ଉଠେ —୧. Surly; illnatured & rude; irascible by nature; peevish.
୨. ଯେଉଁ କଥାରେ ଲୋକ ହଠାତ୍ ଚିଡ଼ି ଉଠେ — ୨. Irritating.