Jump to content

ଟିଣ

ଉଇକିଅଭିଧାନ‌ରୁ

ଟିଣ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

(ଟିଣି—ଅନ୍ୟରୂପ)

ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ଟିନ;ସଂସ୍କୃତ - ନାମ ବଙ୍ଗ)

[ସମ୍ପାଦନା]
୧. ଟିନ୍ ବା ରଙ୍ଗ ନାମକ ଧାତୁ; ରାଙ୍ଗା — ୧. Tin (metal).
୨. ରାଙ୍ଗା ତରଳାଯାଇ ଲିପା ହେଇଥିବା ଲୁହାର ଚାଦର — ୨. Tin plate.
୩. ଦସ୍ତା ଲିପା ଲୁହାର କୁଞ୍ଚୁକୁଞ୍ଚିଆ ପତ୍ର — ୩. Corruagted iron.
୪. ଟିଣ ପତ୍ରର ପିମ୍ପା —୪. Tin canister.