Jump to content

ଟିଣିଆ

ଉଇକିଅଭିଧାନ‌ରୁ

ଟିଣିଆ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଏକ ପ୍ରକାର ଘାସ — ୧. A kind of meadow grass.

[ଦ୍ରଷ୍ଟବ୍ୟ — ଏହା ପଡ଼ିଆରେ ଉଠେ ଓ ପ୍ରାୟ ଏକ ଫୁଟ ଉଚ୍ଚରେ ବଢ଼େ ଏହାର ପତ୍ର ବଳିତା ପରି ସରୁ ପ୍ରତ୍ୟେକ ପତ୍ର ଆଗରେ ପିଆଜଷଣ୍ଢା ଭଳି ଗୋଟିଏ ଲେଖାଏଁ ଇଷତ୍ ଲାଲ୍ ଛତ୍ରାକାର ଭୁଣ୍ଡି ଥାଏ]

୨. ବନ୍ୟବୃକ୍ଷବିଶେଷ —୨. A kind of wild tree; Albozzia Odoratissima; Acacia Speciosa. (Haines).

[ଦ୍ରଷ୍ଟବ୍ୟ — ଏ ଗଛର ଖୁବ ବଡ଼ ହୁଏ ଏହାର ପତ୍ର ଛୋଟ; ଫଳ ଚେପ୍ଟା ଓ ଚାଖେଣ୍ଡେ ଲମ୍ୱର ଛୁଇଁ ପରି; ଫୁଲ ହଳଦିଆ ଏବଂ ପେନ୍ଥା ପେନ୍ଥା ହେଇ ଫୁଟେ ଏହାର କାଠ ଖୁବ୍ ଶକ୍ତ ବୋଲି ଘର, ସଗଡ଼ ଓ ହଳର ଉପକରଣ ହୁଏ]