ଟିଣ୍ଟିଣ୍
ଘଣ୍ଟିଆଦି ବାଜିବାର ଶଦ୍ଦ — Tinkle of bell etc.
[ଦ୍ରଷ୍ଟବ୍ୟ —'ଟଣ୍ଟଣ୍' ଠାରୁ 'ଟିଣ୍ଟିଣ୍' ଏବଂ ଟିଣ୍ଟିଣ୍ ଠାରୁ 'ଟୁଣ୍ଟୁଣ୍' ମୃଦୁତାର]