ଟିଣ କୋଳି
ଟିଣିଆଁକୋଳି, ଟିଣିଆକୋଳିଅନ୍ୟରୂପ
କ୍ଷୁଦ୍ର ବୃକ୍ଷବିଶେଷ ଓ ତହିଁର କୋଳି — A small tree; Ziziphus Rugosa.
[ଦ୍ରଷ୍ଟବ୍ୟ —ଏହାର ଫଳ ଧଳା ଓ ଖୁବ ରସୁଆଳ; ଏ କୋଳି ବରକୋଳି ଜାତୀୟ]