ଟିପଚିହ୍ନ ଦେବା
ଦେଖଣା
ଟିପଚିହ୍ନ ଦେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଟିପଚିହ୍ନ ଦେବା
|
ଦେଶଜ - କ୍ରି.
[ସମ୍ପାଦନା]କୌଣସି ଦଲିଲ ସମ୍ପାଦନ କରିବାର ନିଦର୍ଶନ ସ୍ୱରୂପ (ଦଲୀଲର ସମ୍ପାଦନକାରୀ ବ୍ୟକ୍ତି)କାଳିବୋଳା ବାମ ହାତର ବୁଢ଼ା ଆଙ୍ଗୁଠିର ଛାପ ଲଗାଇବା — To imprint one's finger-impression on a document.