ଟିପଣା
ଦେଖଣା
ଟିପଣା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଟିପ୍ ଧାତୁ;ସଂସ୍କୃତ - ଟିପ୍ପନ)
[ସମ୍ପାଦନା]- ୧. ସ୍ମାରକଲିପ — ୧. Memorandum notes
- ୨. ଜାତକ ବା ଜନ୍ମପତ୍ରିକାରୁ ଉଦ୍ଧୃତ ସଂକ୍ଷିପ୍ତ ଲିପି— କୋଷ୍ଠା —୨. Short jottings taken from a horoscope.
ମଧ୍ୟସ୍ଥ ସକଳ ଟିପଣା ଘେନିଣ କାହୁଁ କାହୁଁ ଦଉଡ଼ିଲେ ଭିକାରିଚରଣ. ସାଅନ୍ତିଆ ବାହା
- ୩. ଆଙ୍ଗୁଠିର ଥିବା ଭିନ୍ନ ଭିନ୍ନ ଗାର — ୩. Finger mark;a notch (Beams).