Jump to content

ଟିପବସାଇବା

ଉଇକିଅଭିଧାନ‌ରୁ

ଟିପବସାଇବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରି.

[ସମ୍ପାଦନା]
୧. ଦଲିଲରେ ନିଜର ଟିପଚିହ୍ନ ଦେବା —୧. To imprint one's finger impression on a document.
୨. କୌଣସି ନରମ ପଦାର୍ଥ ଉପରେ ଟିପକୁ ମାଡ଼ି ତହିଁରେ ଆପଣାର ଆଙ୍ଗୁଠିର ଟିପଚିହ୍ନକୁ ଅଙ୍କିତ କରିଦେବା — ୨. To impress the marks of one's finger- tips on the body of a soft thing.