Jump to content

ଟିପାଟିପି

ଉଇକିଅଭିଧାନ‌ରୁ

ଟିପାଟିପି

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଟିପ ଧାତୁ=ପ୍ରେରଣ; ଚାଳନ)

[ସମ୍ପାଦନା]
୧. ଅନ୍ୟୋନ୍ୟରେ ଠରାଠରି; ଠାରିବା, ଠାରଠୂର — ୧. Mutual significant glances; mutual nods and winks.
୨. ସଂକ୍ଷେପରେ ଲେଖିବା —୨. Taking down of stray note.
୩. ସ୍ମାରକ ଲିପି —୩. Memorandum.
୪. ଗୋପନରେ କଥା ଭାଷା —୪. Whispernings.
୫. ଚିପାଚିପି —୫. Pinching; squeezing.
୬. କାହାଣୀରେ ବର୍ଣ୍ଣିତ ଭାଇଭଉଣୀଙ୍କ ନାମ —୬. Names of a brother and sister in the folktale.