ଟିପାରି
ଦେଖଣା
ଟିପାରି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଟିପାରି
|
ଦେଶଜ - ବିଶେଷ୍ୟ - (ଇଂରାଜୀ - ଷ୍ଟ୍ର'ବେରୀ)
[ସମ୍ପାଦନା]- ୧. ବିଦେଶୀ ଖାଦ୍ୟ ଫଳବିଶେଷ; ଟେପାରି — ୧. Cape goose berry; Brazil cherry; Physalis Peruvina.
[ଦ୍ରଷ୍ଟବ୍ୟ —ଏହା ବଙ୍ଗନାଦି ବର୍ଗର ବର୍ଷାୟୁ ଫଳ ଶାକ ଫଳ ଛୋଟ ଓ ବାଇଗଣ ପରି ବହୁବୀଜ, ଫଳ ଅଶଅବଗନ୍ଧାର ଫଳ ପରି ଫୁଲର ବହିଛଦରେ ଆବୃତ ଥାଏଏ ଗଛ ଆମେରିକାର ପେରୁ ଦେଶରୁ ଏ ଦେଶକୁ ଅଣାଯାଇ କୃଷି କରାଯାଉଅଛି (ଯୋଗେଶ୍ଚନ୍ଦ୍ର) ପାଚିଲା ଫଳ ସୁଖାଦ୍ୟ]
- ୨. ଡଙ୍କାରି (ଦେଖ) - —୨. Ḍaṅkāri (See)