ଟିପ ଚିହ୍ନ
ଦେଖଣା
ଟିପ ଚିହ୍ନ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଆଙ୍ଗୁଠିର ଅଗ୍ରଭାଗରେ କାଳି ଲଗାଇ ତଦ୍ଦ୍ୱାରା କାଗଜରେ ବସାଯିବା ଚିହ୍ନ ବା ଛାପ — ୧. Finger-impression put on a piece of paper.
- ୨. ଦଲିଲଆଦିରେ ଦିଆଯିବା ବାମହସ୍ତ ବୃଦ୍ଧାଙ୍ଗୁଳିର ଅଗର ଛାପ —୨. Impression of the thumb of the left hand pur on a deed.
- ୩. କୌଣସି ଚିହ୍ନ ଗ୍ରାହୀ ବସ୍ତୁରେ ବସିଯାଇଥିବା ଟିପର ଦାଗ — ୩. Impression of the finger-tips left on any impressionable thing.