ଟିପ ଛୁଆଁଇବା
ଦେଖଣା
ଟିପ ଛୁଆଁଇବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - କ୍ରି.
[ସମ୍ପାଦନା]- ୧. କୌଣସି ଦଲିଲର ଲେଖକ ଅଶିକ୍ଷିତ ଦଲିଲସଂପାଦନକାରୀତ ସନ୍ତକ ଲେଖିବାପୂର୍ବରୁ କଲମକୁ ଉକ୍ତ ବ୍ୟକ୍ତିର ଟିପଦ୍ୱାରା ସ୍ପର୍ଶ କରାଇବା — ୧. (the scribe of a document) To get the pen touched by the fingers of an illiterate executant.
[[]] ୨ ଟିପ ଦେବା]] ୧—]] ୪ (ଦେଖ) - ୨. Ṭipa debā୧-୪ (See)