Jump to content

ଟିପ ଦେବା

ଉଇକିଅଭିଧାନ‌ରୁ

ଟିପ ଦେବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଟିପ ଛୁଇଁବା,ଟିପ ଛୋଇଁବା,ଟିପ ଲଗା(ଗ)ଇବା,ଅନ୍ୟରୂପ

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଲେଖାଲେଖି ବା ଅନ୍ୟ କୌଣସି କାର୍ଯ୍ୟ କରିବାକୁ ଆରମ୍ଭ କରିବା — ୧. To begin any work or writing

(ଯଥା— ମୁଁ ତାଳପତ୍ର ପୋଥିରେ ୧୫: ଦିନ ହେଲା ଟିପ ଦେଇ ନାହିଁ

୨. ଲେଖିବା — ୨. To write.

ଥାଉ ଥାଉ ଗୁଣ କେଉଁ ବିଚକ୍ଷଣ ଟିପ ଦେବ ଦିଶୁ ନାହିଁ ଅଭିମନ୍ୟୁ. ବିଦଗ୍ଧଚିନ୍ତାମଣି

୩. କୌଣସି ବ୍ୟକ୍ତିର ଲେଖାକୁ ସଂଶୋଧନ କରିବା ବା କାଟିଦେବା —୩. To correct the writting of of a person by scoring through something already written.
୪. କୌଣସି ବ୍ୟକ୍ତି ବା ବସ୍ତୁକୁ ଅଙ୍ଗୁଳିର ଅଗ୍ରଭାଗଦ୍ୱାରା ସ୍ପର୍ଶ କରିବା —୪. To touch a person or a thing slightly with the finger-tip.
୫. ଟିପଚିହ୍ନ ଦେବା (ଦେଖ) - ୫. Ṭipa-chihna debā (See)