Jump to content

ଟିପ ମାରିବା

ଉଇକିଅଭିଧାନ‌ରୁ

ଟିପ ମାରିବା

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଆଙ୍ଗୁଠିର ଅଗରେ କୌଣସି ବସ୍ତୁକୁ ଧୀରଭାବରେ ଆଘାତ କରିବା ବା ଚିପିବା
୨. ଆଙ୍ଗୁଠିର ଅଗରେ କୌଣସି ବ୍ୟକ୍ତିର ଅଙ୍ଗକୁ ସ୍ପର୍ଶ କରି କୌଣସି ସଙ୍କେତ ଦେବା