ଟିମ
ଦେଖଣା
ଟିମ
ଉଚ୍ଚାରଣ
[ସମ୍ପାଦନା](ଟିମୀ—ସ୍ତ୍ରୀ)
ଦେଶଜ - ବିଶେଷ୍ୟ - ପୁଂ. ଓ ସ୍ତ୍ରୀ (ସଂସ୍କୃତ - ଡିମ୍ଭ)
[ସମ୍ପାଦନା]- ୧. ଶିଶୁ — ୧. Child; infant.
- ୨. ହୃଷ୍ଟପୃଷ୍ଟ ବାଙ୍ଗୁରା ବ୍ୟକ୍ତି — ୨. A stout dwarf.
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ଯାହା ପେଟ ଟୁମାଟୁମ୍ ହୋଇ ଫୁଲିଥାଏ — ୧. Having one's belly swollen.
- ୨. ବାଙ୍ଗୁରା ଓ ସ୍ଥୂଳକାୟ (ବ୍ୟକ୍ତି) — ୨. Stout and dwarfish (person).
- ୩. ଛୋଟ ଏବଂ ମୋଟ(ବସ୍ତୁ) — ୩. Stumpy; stout and thick (thing).
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଇ. ଟୀମ)
[ସମ୍ପାଦନା]କ୍ରିକେଟ୍ ଆଦି ଖେଳିବା ଦଳ; ଖେଳୁ— ଆଡ଼ଙ୍ଗ ଗୋଟିଏ ପୂର୍ଣ୍ଣାଙ୍ଗ ଦଳ —Team (of players).