Jump to content

ଟିରିକି

ଉଇକିଅଭିଧାନ‌ରୁ

ଟିରିକି

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ - (ତୁଳ. ସଂସ୍କୃତ - ତୀର; ତୀର୍ଯ୍ୟକ୍)

[ସମ୍ପାଦନା]
୧. ମେରୁଦଣ୍ଡର ନିମ୍ନସ୍ଥାନ — ୧. The coccyx; fundament or lowest poit of the lower end of the spine.
୨. ଗୁହ୍ୟଦ୍ୱାରା —୨. Anus.

ଆଖି କଜଳ ସୁହାଯାଏ ଟିରିକି କଜଳ ସୁହା ନ ଯାଏ—ଢଗ