ଟିରିକି ନଚାଇବା
ଦେଖଣା
ଟିରିକି ନଚାଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଟିରିକି ନଚାଇବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]ନିଷ୍କର୍ମା ବା ଉଦ୍ଦେଶ୍ୟବିହିନ ହୋଇ ବୃଥାରେ ଏକ ସ୍ଥାନରୁ ଅନ୍ୟ ସ୍ଥାନରୁ ଯାଇ, ବସିବସି, ବା ବୁଲିଚାଲି ସମୟ ନଷ୍ଟ କରିବା — To loaf; to lounge aimlessly.